ସ୍ଵାଦ ଭେଦ || Swada Bheda
SUSHRUTI-The Auditory Versions of Creations by Manoj Das by World of Manoj Das
Episode notes
କାହାଣୀର ମର୍ମ: କିଞ୍ଚିତ୍ ଆଲୋକପାତ
ଜୀବନରେ ବହୁ ବସ୍ତୁର ଗୁଣ ଆମ ଚେତନାର ଗୁଣ, ଆମ ଉଦ୍ଦେଶ୍ୟ ବା ମତଲବ ଅନୁସାରେ ନିରୂପିତ ହେଉଥାଏ ।
- “ସ୍ଵାଦ ଭେଦ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”