ଅବାଧ୍ୟ ଗାଈ || Abadhya Gai
ଅବାଧ୍ୟ ଗାଈ || Abadhya Gai

SUSHRUTI-The Auditory Versions of Creations by Manoj Das by World of Manoj Das

Episode notes

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ଏ କାହାଣୀର ଗୋଟାଏ ରୂପର ବର୍ଣ୍ଣନା ଦେଇ ଶ୍ରୀ ବିଜୟକୃଷ୍ଣ ଗୋସ୍ୱାମୀ କହନ୍ତି ବାଛୁରୀଟି ଖାଣ୍ଟି ଭକ୍ତର ପ୍ରତୀକ । ଯଦି ଜଣେ ସଚ୍ଚା ଭକ୍ତକୁ ଆଦର କରେ, ଭଗବାନ୍ ତା’ ସଙ୍ଗେ ସଙ୍ଗେ ରହନ୍ତି ।

- “ଅବାଧ୍ୟ ଗାଈ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”