ଲୋଡା ନାହିଁ! || Loda Nahin
SUSHRUTI-The Auditory Versions of Creations by Manoj Das by World of Manoj Das
Episode notes
ଅଜ୍ଞାନ ମଣିଷ ପ୍ରାୟତଃ ଭଗବାନଙ୍କ କରୁଣାକୁ ନିଜର ହିସାବୀ ଜ୍ଞାନର ତରାଜୁରେ ମପାମପି କରି, ନିଜର ଅକ୍ଷମତା ଦୃଷ୍ଟିରୁ ସେ କରୁଣା ତା’ର ପ୍ରାପ୍ୟ । ନୁହେଁ ବୋଲି ଠଉରାଇ ପକାଏ ।
- “ଲୋଡ଼ା ନାହିଁ”- “ମନୋଜ ଦାସ ପରିବେଷିତ ଉପକଥା ଶତକ”