ଏକ ହିଁ ଦୃଶ୍ୟ || Ekahin Drushya
SUSHRUTI-The Auditory Versions of Creations by Manoj Das by World of Manoj Das
Episode notes
ଅଧିକାଂଶ ଘଟଣା ( କାହାଣୀଟିରେ ବଟବୃକ୍ଷ ତଳେ ପଡିଥିବା ବୃକ୍ଷ ଯାହାର ପ୍ରତୀକ) ସମ୍ପର୍କରେ ଆମର ଧାରଣା ଆମ ନିଜ ଚେତନାର ସ୍ତର ବା ଅବସ୍ଥା ଅନୁଯାୟୀ ବଳେ ବଳେ ନିରୂପିତ ହୋଇଯାଏ ଘଟଣାର ଅନ୍ୟ ଦିଗ ହେଲା ମଣିଷର ଲୋଭାତୁରତା ପ୍ରତି ବ୍ୟଙ୍ଗ
-“ଏକହିଁ ଦୃଶ୍ୟ”- ଶ୍ରୀ ମନୋଜ ଦାସ (“ମନୋଜ ଦାସ ପରିବେଶିତ ଉପକଥା ଶତକ”)