ଡଉଲଡାଉଲ ଆପଦଟିଏ || Dauladaula Apadatie
SUSHRUTI-The Auditory Versions of Creations by Manoj Das di World of Manoj Das
Note sull'episodio
ସ୍ଥୂଳ କାର୍ଯ୍ୟକଳାପ ନୁହେଁ, ତହିଁ ପଶ୍ଚାତ୍ରେ ଥିବା ଚେତନାହିଁ କର୍ମର ପ୍ରକୃତ ପ୍ରତିକ୍ରିୟା ନିର୍ଣ୍ଣୟ କରେ ‘ଡଉଲ ଡାଉଲ ଆପଦ’ଟିକୁ ଯିଏ ବହନ କରିଥିଲା, ତା’ପାଇଁ ସେ ଆପଦ ହେଲା ନାହିଁ; ହେଲା କିନ୍ତୁ ନିଜକୁ ପବିତ୍ର ଓ ପୁଣ୍ୟାତ୍ମା ମନେକରୁଥିବା ତା’ ସହଯାତ୍ରୀ ପାଇଁ କାହାଣୀଟି ରକ୍ଷଣଶୀଳ, ନୀତି ସର୍ବସ୍ବମାନଙ୍କ ପ୍ରତି ଏକ ବିଦ୍ରୁପ
-“ଡଉଲ ଡାଉଲ ଆପଦଟିଏ”- ଶ୍ରୀ ମନୋଜ ଦାସ (“ମନୋଜ ଦାସ ପରିବେଶିତ ଉପକଥା ଶତକ)