ତମେ ବି? || Tame Bi?
ତମେ ବି? || Tame Bi?

SUSHRUTI-The Auditory Versions of Creations by Manoj Das di World of Manoj Das

Note sull'episodio

ସରଳ କାହାଣୀଟି ମଣିଷର ଚିରାଚରିତ ଏକ ଦୁର୍ବଳତା ପ୍ରତି ବିଦ୍ରୁପ ୤ ଅନେକ ସ୍ଥଳରେ ଯାହା ଧର୍ମ କର୍ମ ଭାବରେ ପାଳିତ ହୋଇଥାଏ, ତାହା ପଛରେ ରହିଥାଏ ବାସ୍ତବରେ କର୍ତ୍ତାର ନିଜ ସ୍ବାର୍ଥ ନ ହେଲେ ଅହମିକା ୤ (ଭୟ ଅବଶ୍ୟ ଅନ୍ୟ ଏକ ହେତୁ ୤) ଥରେ ଥରେ ଧର୍ମକର୍ମର ମୁଖା ଅକାତରେ ଖସିପଡେ ଯେମିତି ଏ କାହାଣୀର ନିଷ୍କପଟ ନାୟକ ବୀରବାହୁଙ୍କ କ୍ଷେତ୍ରରେ ହୋଇଛି ୤

-“ତମେ ବି?”- ଶ୍ରୀ ମନୋଜ ଦାସ (“ମନୋଜ ଦାସ ପରିବେଶିତ ଉପକଥା ଶତକ”)