ଅଭାବ || Abhaba

SUSHRUTI-The Auditory Versions of Creations by Manoj Das di World of Manoj Das

Note sull'episodio

“ପ୍ରକୃତ ସୌନ୍ଦର୍ଯ୍ୟ ଥାଏ ଦର୍ଶକର ଆଖିରେ”, “ମାଆ ପାଇଁ ତା’ ପୁଅ ଗୋପାଳ”- ଏଭଳି ବହୁ ଜନପ୍ରିୟ ଉକ୍ତିଦ୍ବାରା ଏ କାହାଣୀର ବ୍ୟାଖ୍ୟା ସମ୍ଭବ ୤ ତେବେ କାହାଣୀର ମର୍ମ ଆଉ ଟିକିଏ ଗଭୀର ୤ ମଣିଷ ମଣିଷ ଭିତରେ ପ୍ରେମର ସମ୍ପର୍କ ବିଦଗ୍ଧ ଓ ଭବଗାନ୍‌ ଭିତରେ ସମ୍ପର୍କର ଏକ ସୂଚନା ୤ ଯିଏ ଦେଖିଜାଣେ, ତା’ ପାଇଁ ସବୁହିଁ ସୁନ୍ଦର ୤

-“ଅଭାବ”- ଶ୍ରୀ ମନୋଜ ଦାସ (କାହାଣୀ ସମୂହର ମର୍ମ: କିଞ୍ଚିତ୍‌ ଆଲୋକପାତ)

(“ମନୋଜ ଦାସ ପରିବେଷିତ ଉପକଥା ଶତକ”)