ଚଣ୍ଡାଳ

SUSHRUTI-The Auditory Versions of Creations by Manoj Das by World of Manoj Das

Episode notes

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ଚଣ୍ଡାଳ ଏଠାରେ ଏକ ବୃତ୍ତିଗତ ନାମ ନୁହେଁ, ଏକ ନିମ୍ନଗାମୀ ଚେତନାର ପରିଚୟ ।

- “ଚଣ୍ଡାଳ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”