ରାଜଦୟାର ଶିକାର
ରାଜଦୟାର ଶିକାର

SUSHRUTI-The Auditory Versions of Creations by Manoj Das by World of Manoj Das

Episode notes

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ଅନେକ କ୍ଷେତ୍ରରେ ଦୟାମାୟାରୁ ଆରମ୍ଭ ହୋଇ ମଣିଷର କର୍ମ ଅହଂରେ ପର୍ଯ୍ୟବସିତ ହୋଇଯାଇପାରେ । ସେତେବେଳେ ସମାଜର ହିତ ନ କରି କର୍ମ ଅହିତ କରିବା ଅସମ୍ଭବ ନୁହେଁ ।

- “ରାଜଦୟାର ଶିକାର”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”