ବିସ୍ମୟ ଓ ବାସ୍ତବ || Bismaya O Bast...
ବିସ୍ମୟ ଓ ବାସ୍ତବ || Bismaya O Bastaba

SUSHRUTI-The Auditory Versions of Creations by Manoj Das by World of Manoj Das

Episode notes

ବିସ୍ମୟ ଓ ବାସ୍ତବ

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

କଥାରେ ଅଛି, ପ୍ରତ୍ୟେକ ସାଧୁର ଗୋଟାଏ ଅତୀତ ଅଛି ଏବଂ ପ୍ରତ୍ୟେକ ପାପୀର ମଧ୍ୟ ଗୋଟାଏ ଭବିଷ୍ୟତ୍ ଅଛି । ଜୀବନର ବହୁ ବୈଚିତ୍ର୍ୟ ଉପରେ ଗୁରୁତ୍ବ ଦିଏ ଭାରତର ପ୍ରାଜ୍ଞ ଲୋକକଥା ।

- “ବିସ୍ମୟ ଓ ବାସ୍ତବ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”