ଗୈରିକର ପ୍ରଭାବ
SUSHRUTI-The Auditory Versions of Creations by Manoj Das by World of Manoj Das
Episode notes
ଗୈରିକର ପ୍ରଭାବ
କାହାଣୀର ମର୍ମ: କିଞ୍ଚିତ୍ ଆଲୋକପାତ
ଯିଏ ନାଟକୀୟ ଚରିତ୍ର ସହ ସମ୍ପୂର୍ଣ୍ଣ ଏକାତ୍ମ ହୋଇଯାଏ, ସେହି ଏକା ସଫଳ ଅଭିନେତା । ସମଗ୍ର ଜୀବନହିଁ ଗୋଟାଏ ଦୃଷ୍ଟିରୁ ଅଭିନୟ । ନିଜକୁ ଏକ ଅଧ୍ୟାତ୍ମ ଚରିତ୍ର ସହ ଏକାତ୍ମ କରିପାରିଲେ ବଳେ ବଳେ ସେ ଏକାତ୍ମତାର ପ୍ରଭାବ ସମଗ୍ର ସତ୍ତାକୁ ଆବୋରି ବସେ । ତତ୍ପରେ, ଚେତନା ଉପରେ ଗୈରିକ ବସ୍ତ୍ରର ବିଶେଷ ପ୍ରଭାବ ଥାଏ ବୋଲି ବିଶ୍ଵାସ ରହିଛି । ଗୈରିକ ସାଂସାରିକ ବାସନାକୁ ପ୍ରଶମିତ କରେ । ଶ୍ରୀରାମକୃଷ୍ଣକଥିତ ଏ କାହାଣୀର ଏକ ରୂପରେ ଅଭିନେତାଟି ଜଣେ ବହୁରୂପୀ ।
- “ଗୈରିକର ପ୍ରଭାବ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”