ତମେ ବି? || Tame Bi?
SUSHRUTI-The Auditory Versions of Creations by Manoj Das by World of Manoj Das
Episode notes
ସରଳ କାହାଣୀଟି ମଣିଷର ଚିରାଚରିତ ଏକ ଦୁର୍ବଳତା ପ୍ରତି ବିଦ୍ରୁପ ଅନେକ ସ୍ଥଳରେ ଯାହା ଧର୍ମ କର୍ମ ଭାବରେ ପାଳିତ ହୋଇଥାଏ, ତାହା ପଛରେ ରହିଥାଏ ବାସ୍ତବରେ କର୍ତ୍ତାର ନିଜ ସ୍ବାର୍ଥ ନ ହେଲେ ଅହମିକା (ଭୟ ଅବଶ୍ୟ ଅନ୍ୟ ଏକ ହେତୁ ) ଥରେ ଥରେ ଧର୍ମକର୍ମର ମୁଖା ଅକାତରେ ଖସିପଡେ ଯେମିତି ଏ କାହାଣୀର ନିଷ୍କପଟ ନାୟକ ବୀରବାହୁଙ୍କ କ୍ଷେତ୍ରରେ ହୋଇଛି
-“ତମେ ବି?”- ଶ୍ରୀ ମନୋଜ ଦାସ (“ମନୋଜ ଦାସ ପରିବେଶିତ ଉପକଥା ଶତକ”)