ଅଘଟଣ ଅନ୍ତରାଳେ || Aghatana Antaral...
ଅଘଟଣ ଅନ୍ତରାଳେ || Aghatana Antarale

SUSHRUTI-The Auditory Versions of Creations by Manoj Das di World of Manoj Das

Note sull'episodio

ଅଘଟଣ ଅନ୍ତରାଳେ

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ଭାରତର ଆଧ୍ୟାତ୍ମିକ ଇତିହାସରେ ଆମେ ବହୁ ସାଧୁସନ୍ଥଙ୍କର ଚିତ୍ର ଦେଖୁଁ; ଯେଉଁମାନେ ସଂସାର-ବିରାଗୀ ହେଲେ ବି ସଂସାରୀମାନଙ୍କ ପ୍ରତି ସଂବେଦନଶୀଳ ଏବଂ ଯେଉଁମାନଙ୍କ ଆଧ୍ୟାତ୍ମିକ ଅନ୍ତର୍ବୋଧ ସହ ମିଶି ରହିଥାଏ ପ୍ରଖର ବାସ୍ତବ ବୁଦ୍ଧି ।

- “ଅଘଟଣ ଅନ୍ତରାଳେ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”