ସୁଖର ସନ୍ଧାନୀ || Sukhara Sandhani
ସୁଖର ସନ୍ଧାନୀ || Sukhara Sandhani

SUSHRUTI-The Auditory Versions of Creations by Manoj Das di World of Manoj Das

Note sull'episodio

ସୁଖର ସନ୍ଧାନୀ

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

କ’ଣ ମଣିଷକୁ ସୁଖୀ କରିପାରେ ? ପ୍ରଶ୍ନଟିର ଅନେକ ଉତ୍ତର ଥାଇପାରେ । ଆଧ୍ୟାତ୍ମିକ ଦୃଷ୍ଟିରୁ ଯଥାର୍ଥ ଉତ୍ତର ହେଲା - ଯାହାଦ୍ଵାରା ଆମର ଅନ୍ତରାତ୍ମା ସନ୍ତୁଷ୍ଟ ହେବ । ଭଗ୍ନ କୁଟୀର ସ୍ଥାନରେ ମନ୍ଦିର ଓ ତହିଁ ଭିତରେ ଦିଅଁ ପ୍ରତିଷ୍ଠା ମଣିଷର ସାଧାରଣ ଜୀବନ ଭଗବାନଙ୍କ ପାଇଁ ସମର୍ପିତ ହେବା ତଥା ଅନ୍ତରାତ୍ମାର ଜାଗରଣର ପ୍ରତୀକ ।

- “ସୁଖର ସନ୍ଧାନୀ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”