ନିଆଁର ସନ୍ଧାନରେ
SUSHRUTI-The Auditory Versions of Creations by Manoj Das por World of Manoj Das
Notas del episodio
କାହାଣୀର ମର୍ମ: କିଞ୍ଚିତ୍ ଆଲୋକପାତ
ଆମେ ଯାହା ବାହାରେ ଖୋଜୁଥାଉଁ (ଶାନ୍ତି ହେଉ, ସୁଖ ହେଉ, ସତ୍ୟ ହେଉ) ତାହା ଭିତରେହିଁ ରହିଥାଏ । ଅଜ୍ଞାନ ଆମକୁ ଆବୃତ କରିଥାଏ ବୋଲି ତାହା ବୁଝି ହୁଏ ନାହିଁ । ଏ କାହାଣୀର ଏକ ସଂକ୍ଷିପ୍ତ ରୂପ ଶ୍ରୀରାମକୃଷ୍ଣ ପରମହଂସଙ୍କ ବାଣୀରେ ମିଳେ ।
- “ନିଆଁର ସନ୍ଧାନରେ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”