ଦୁଇ ଜୁହାର
SUSHRUTI-The Auditory Versions of Creations by Manoj Das por World of Manoj Das
Notas del episodio
କାହାଣୀର ମର୍ମ: କିଞ୍ଚିତ୍ ଆଲୋକପାତ
ଅଧା ପଥର ପଥିକଟିଏ ପାଇଁ ସବୁ ଅଭିଜ୍ଞତା କିଛି ନା କିଛି ଶିକ୍ଷା ଦିଏ । ଏ କାହାଣୀଟି ଅବଧୂତଙ୍କ ଅନେକ ଗୁରୁ କାହାଣୀମାଳାର ସମତୁଲ ।
- “ଦୁଇ ଜୁହାର”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”