ଶ୍ବାନ-ମାନବ! || Shwana-Manaba!
ଶ୍ବାନ-ମାନବ! || Shwana-Manaba!

SUSHRUTI-The Auditory Versions of Creations by Manoj Das di World of Manoj Das

Note sull'episodio

“କୁକୁର ମଣିଷକୁ କାମୁଡିଲେ ତାହା ଖବର ପର୍ଯ୍ୟାୟରେ ଯିବ ନାହିଁ; କିନ୍ତୁ ମଣିଷ କୁକୁରକୁ କାମୁଡିଲେ ସେଇଟା ହେବ ଖବର!” ଆମେରିକାନ୍‌ ସାମ୍ବାଦିକ ଜନ୍‌ ବୋଗାର୍ଟଙ୍କର ଏ ଉକ୍ତିଟି ଅନେକଙ୍କୁ ଜଣାଥିବା ୤ ଅଥାତ, ଯାହା ଅସ୍ବାଭାବିକ, ଅପ୍ରତ୍ୟାଶିତ, ତାହାହିଁ ଲୋକଙ୍କୁ ଆକୃଷ୍ଟ କରେ ୤

x......x

ଡାର୍‌ଉଇନ୍‌ ପଶୁରୁ ମଣିଷ ଯାଏ ବିବର୍ତ୍ତନର ଯେଉଁ ଧାରା ଦର୍ଶାଇଛନ୍ତି, ତାହା ଅବିକଳ ବାସ୍ତବ ନହୋଇ ଥାଇପାରେ ୤ କିନ୍ତୁ ଚେତନା ଯେ ମଣିଷ ପୂର୍ବରୁ ପଶୁ ରୂପରେହିଁ ପ୍ରକଟିତ ହୋଇଥୁଲା, ସେଥିରେ ସନ୍ଦେହର ଅବକାଶ ନାହିଁ । ଆମେ ଆଜି ସଭ୍ୟ, ସଂସ୍କୃତ ଓ ଭବ୍ୟ ମଣିଷ । କିନ୍ତୁ ଆମ ଚେତନାରେ ବିବର୍ତ୍ତନର ପ୍ରତି ପର୍ଯ୍ୟାୟର ସ୍ମୃତି ଲୁକ୍କାୟିତ ଭାବରେ ରହିଛି । ପଶୁତ୍ବ ସର୍ବବ୍ୟାପୀ ଚେତନାର ଅତୀତର ଏକ ବାସ୍ତବତା । ତା’ର ଆକର୍ଷଣ ମଧ୍ୟ ସେହି ଲୁକ୍କାୟିତ ସଂସ୍କାରର ଅଂଶ ବିଶେଷ । ସୁଦୂର ଅତୀତରେ ପ୍ରାଗୈତିହାସିକ ଯୁଗରେ ମଣିଷ ହିଂସ୍ର ହେବାକୁ ବାଧ୍ୟ ଥିଲା । ଆରଣ୍ୟକ ପଶୁ ସହ ପ୍ରତିଯୋଗିତା କରି ତାକୁ ଖାଦ୍ୟ ସଂଗ୍ରହ କରିବାକୁ ପଡ଼ିଛି; । ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ମଣିଷ ମଣିଷ ଭିତରେ ହିଂସ୍ର ସଂଘର୍ଷ ଅନିବାର୍ଯ୍ୟ ହୋଇଆସିଛି । ବ୍ୟକ୍ତ ... 

Leggi dettagli