ବିଲ୍ଲିଯୋଗ
ବିଲ୍ଲିଯୋଗ

SUSHRUTI-The Auditory Versions of Creations by Manoj Das di World of Manoj Das

Note sull'episodio

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ପ୍ରାଜ୍ଞ ଲୋକସାହିତ୍ୟରେ ମଣିଷ ହୀରାକୁ ଛାଡ଼ି ହୀରା ବନ୍ଧା ହୋଇଥିବା କନା ଉପରେ ଗୁରୁତ୍ବ ଦେବାର ଯେତେ ବ୍ୟଙ୍ଗଧର୍ମୀ କାହାଣୀ ରହିଛି, ଏହି ଗୋଟିକ ତହିଁ ଭିତରେ ସବୁଠାରୁ ତୀକ୍ଷ୍ମ ବୋଲି ମନେହୁଏ । ଆନୁଷ୍ଠାନିକ ଧର୍ମ ଜଗତରେ ଅସଂଖ୍ୟ କୁସଂସ୍କାର ଓ ଅର୍ଥହୀନ ଆଚାର ଏହି ପ୍ରକାରେ ସୃଷ୍ଟି ହୋଇଛନ୍ତି ।

- “ବିଲ୍ଲିଯୋଗ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”