ଗୁରୁ ଶିଷ୍ୟ ସମ୍ବାଦ
ଗୁରୁ ଶିଷ୍ୟ ସମ୍ବାଦ

SUSHRUTI-The Auditory Versions of Creations by Manoj Das di World of Manoj Das

Note sull'episodio

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

କାହାଣୀଟିର ସାଧାରଣ ତାତ୍ପର୍ଯ୍ୟ ଅତ୍ୟନ୍ତ ସ୍ପଷ୍ଟ : ରାମ ଦାସର ବିଶ୍ଵାସ ହିଁ ଏଠାରେ ‘ଚମତ୍କାର’ କରୁଛି, ନୂଆ ଗୁରୁଙ୍କ କରାମତି ନୁହେଁ । ଆଉ ଏକ ସୂକ୍ଷ୍ମ ତାତ୍ପର୍ଯ୍ୟ ହେଲା, ‘ଗୁରୁ’ ଜଣେ ବ୍ୟକ୍ତି ନୁହନ୍ତି, ସେ ଏକ ଶକ୍ତି ।

- “ଗୁରୁ ଶିଷ୍ୟ ସମ୍ବାଦ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”