ମାନସରୋବରାଗତ ହଂସ
SUSHRUTI-The Auditory Versions of Creations by Manoj Das di World of Manoj Das
Note sull'episodio
ମାନସରୋବରାଗତ ହଂସ
କାହାଣୀର ମର୍ମ: କିଞ୍ଚିତ୍ ଆଲୋକପାତ
ରୁକ୍ଷ ଓ ଅଜ୍ଞାନ ଆଗରେ ସୌକୁମାର୍ଯ୍ୟ ଓ ମହତ୍ତର ଜ୍ଞାନର ପରିବେଷଣ ଅନ୍ଧଦେଶକୁ ଦର୍ପଣ ବିକିଗଲା ପ୍ରାୟ ବିଡ଼ମ୍ବନା । ବିଶେଷତଃ, ଯେତେବେଳେ ଦଳେ ଅମାର୍ଜିତଙ୍କୁ ଜଣେ ଏକାକୀ ମାର୍ଜିତ ସାମନା କରେ, ତେବେ ମାର୍ଜିତର ଅବସ୍ଥା ବଡ଼ ଦୟନୀୟ ହୁଏ ।
ଏଇ କାହାଣୀଟି ସଂସ୍କୃତରେ ‘ଉଦ୍ଭଟ’ ନାମରେ ପ୍ରଚଳିତ ବ୍ୟଙ୍ଗଧର୍ମୀ ଏକ କ୍ଷୁଦ୍ର କବିତାରୁ ଗୃହୀତ ।
- “ମାନସରୋବରାଗତ ହଂସ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”