ହିତକାରୀ || Hitakari
SUSHRUTI-The Auditory Versions of Creations by Manoj Das di World of Manoj Das
Note sull'episodio
କାହାଣୀର ମର୍ମ: କିଞ୍ଚିତ୍ ଆଲୋକପାତ
ବିଭୂତିଦ୍ୱାରା ମଣିଷକୁ ହୁଏତ କୌଣସି ଐଶ୍ଵର୍ଯ୍ୟ ବା ସୌଭାଗ୍ୟଦ୍ଵାରା ମଣ୍ଡିତ କରାଯାଇପାରେ । କିନ୍ତୁ ସେଥିରେ ତା’ର ଚେତନାର ପରିବର୍ତ୍ତନ ହୁଏ ନାହିଁ ।ଚେତନାର ପରିବର୍ତ୍ତନ ବିନା ସେ ଐଶ୍ଵର୍ଯ୍ୟ ବା ସୌଭାଗ୍ୟର ମୂଲ୍ୟ କ’ଣ ? ବିଖ୍ୟାତ ଇଂରେଜ ଲେଖକ ଓସ୍କାର ୱାଇଲ୍ଡ ଏ ଗଳ୍ପ ମାଧ୍ୟମରେ ସେହି ପ୍ରଶ୍ନ ଉତ୍ଥାପନ କରିଛନ୍ତି ।
-“ମନୋଜ ଦାସ ପରିବେଶିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”