ଶେଷ ବ୍ରାହ୍ମଣ || Shesha Brahmana
ଶେଷ ବ୍ରାହ୍ମଣ || Shesha Brahmana

SUSHRUTI-The Auditory Versions of Creations by Manoj Das di World of Manoj Das

Note sull'episodio

କୌଣସି ଏକ ଜନ-ସମଷ୍ଟି ବା ବସତିରେ; ଏପରିକି ଜଣେ ମଣିଷର ସତ୍ୟନିଷ୍ଠା ସମସ୍ତଙ୍କ ପାଇଁ ଏକ ରକ୍ଷାକବଚ ରୂପେ କାମ କରୁଥିବା ସମ୍ଭବ ୤ ଏହାହିଁ ଏ କାହାଣୀର ମୁଖ୍ୟ ବକ୍ତବ୍ୟ ୤ କାହାଣୀର ଅନ୍ୟ ଦିଗ ହେଲା ମଣିଷର ଲୋଭାତୁରତା ପ୍ରତି ବ୍ୟଙ୍ଗ ୤ -“ଶେଷ ବ୍ରାହ୍ମଣ”- “ମନୋଜ ଦାସ ପରିବେଷିତ ଉପକଥା ଶତକ”