ଅଭିଯୁକ୍ତ ଇନ୍ଦ୍ର
SUSHRUTI-The Auditory Versions of Creations by Manoj Das por World of Manoj Das
Notas del episodio
କାହାଣୀର ମର୍ମ: କିଞ୍ଚିତ୍ ଆଲୋକପାତ
ପୁରାଣର ତତ୍ତ୍ବ ଓ ତଥ୍ୟକୁ ନିଜ ସ୍ୱାର୍ଥକୁ ସୁହାଇଲା ଭଳି ରୀତିରେ ବ୍ୟାଖ୍ୟା କରିପାରଥବା ଛଳନାକାରୀଙ୍କ ଉଦ୍ଦେଶ୍ୟରେ ଏହା ଏକ ବ୍ୟଙ୍ଗ । ମଣିଷର ଏକ ଏକ ଅଙ୍ଗ ଏକ ଏକ ଦେବ-ଶକ୍ତି ସହ ସଂପୃକ୍ତ ରହିବା ପୌରାଣିକ ତତ୍ତ୍ୱ । କିନ୍ତୁ ସେ ଉଚ୍ଚସ୍ତରର ତତ୍ତ୍ବକୁ ନିମ୍ନସ୍ତରର କାରବାରରେ ଲଗାଇବା ଅକ୍ଷମଣୀୟ ଅପରାଧ ।
- “ଅଭିଯୁକ୍ତ ଇନ୍ଦ୍ର”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”