ବୁଦ୍ଦୁ ଓ ବୁଦ୍ଧିମାନ୍
ବୁଦ୍ଦୁ ଓ ବୁଦ୍ଧିମାନ୍

SUSHRUTI-The Auditory Versions of Creations by Manoj Das por World of Manoj Das

Notas del episodio

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

କାହାଣୀରେ ଯେଉଁ ରାସ୍ତା କଥା କୁହାଯାଉଛି ତାହା ଆଧ୍ୟାତ୍ମିକ ଲକ୍ଷ୍ୟ ଦିଗରେ ପଥ । ସେ ପଥର ଅନ୍ବେଷଣରେ ବହିର୍ଗତ ହୋଇ ଅଜ୍ଞତା ଓ ଅହଂଦ୍ବାରା ଚାଳିତ ହେଲେ ବିପଦ ଅନିବାର୍ଯ୍ୟ ।

- “ବୁଦ୍ଦୁ ଓ ବୁଦ୍ଧିମାନ୍”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”