ଲମ୍ବଦାଢ଼ି ଘଟିତ || Lambadadhi Ghatita
SUSHRUTI-The Auditory Versions of Creations by Manoj Das por World of Manoj Das
Notas del episodio
କାହାଣୀର ମର୍ମ: କିଞ୍ଚିତ୍ ଆଲୋକପାତ
ତାତ୍ତ୍ବିକ ଯୁକ୍ତିପ୍ରବଣତା ସହ ବାସ୍ତବରେ ମଣିଷର ସତ୍ୟବାଦିତା ବା ଜ୍ଞାନର ସମ୍ପର୍କ ଶୂନ୍ୟ । ଏକ ଆମୋଦଜନକ କାହାଣୀ ଜରିଆରେ ଏହି ସତ୍ୟ ଟିକକ ଉଦ୍ଘାଟିତ ।
- “ଲମ୍ବଦାଢ଼ି ଘଟିତ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”