ଇନ୍ଦ୍ରଜାଲ ଓ ଦିବ୍ୟ ଇନ୍ଦ୍ରଜାଲ
SUSHRUTI-The Auditory Versions of Creations by Manoj Das por World of Manoj Das
Notas del episodio
ଇନ୍ଦ୍ରଜାଲ ଓ ଦିବ୍ୟ ଇନ୍ଦ୍ରଜାଲ
କାହାଣୀର ମର୍ମ: କିଞ୍ଚିତ୍ ଆଲୋକପାତ
ସାଧାରଣ ଯୁକ୍ତି ଉପରେ ବି ମହତ୍ତର ଯକ୍ତି ଅଛି । ଯିଏ ମହତ୍ତର ଜୀବନ ପାଇଁ ପ୍ରସ୍ତୁତ, ତା’ ପାଇଁ ସେ ଯୁକ୍ତି ସୁଲଭ ।
- “ଇନ୍ଦ୍ରଜାଲ ଓ ଦିବ୍ୟ ଇନ୍ଦ୍ରଜାଲ”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”