ହିତକାରୀ || Hitakari
ହିତକାରୀ || Hitakari

SUSHRUTI-The Auditory Versions of Creations by Manoj Das por World of Manoj Das

Notas del episodio

କାହାଣୀର ମର୍ମ: କିଞ୍ଚିତ୍‌ ଆଲୋକପାତ

ବିଭୂତିଦ୍ୱାରା ମଣିଷକୁ ହୁଏତ କୌଣସି ଐଶ୍ଵର୍ଯ୍ୟ ବା ସୌଭାଗ୍ୟଦ୍ଵାରା ମଣ୍ଡିତ କରାଯାଇପାରେ । କିନ୍ତୁ ସେଥିରେ ତା’ର ଚେତନାର ପରିବର୍ତ୍ତନ ହୁଏ ନାହିଁ ।ଚେତନାର ପରିବର୍ତ୍ତନ ବିନା ସେ ଐଶ୍ଵର୍ଯ୍ୟ ବା ସୌଭାଗ୍ୟର ମୂଲ୍ୟ କ’ଣ ? ବିଖ୍ୟାତ ଇଂରେଜ ଲେଖକ ଓସ୍‌କାର ୱାଇଲ୍‌ଡ ଏ ଗଳ୍ପ ମାଧ୍ୟମରେ ସେହି ପ୍ରଶ୍ନ ଉତ୍‌ଥାପନ କରିଛନ୍ତି ।

-“ମନୋଜ ଦାସ ପରିବେଶିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”