ସନ୍ତରଣ ଶାସ୍ତ୍ର || Santarana Shastra
SUSHRUTI-The Auditory Versions of Creations by Manoj Das por World of Manoj Das
Notas del episodio
ଦର୍ଶନ ଜ୍ଞାନ ଉତ୍ତମ; କିନ୍ତୁ ତାହା ଜୀବନ-ନଦୀ ପାରି କରାଇ ଲକ୍ଷ୍ୟରେ ପହଞ୍ଚାଇ ପାରିବ ନାହିଁ । ଭଗବାନଙ୍କ କରୁଣା ଉପରେ ନିର୍ଭରତାହିଁ ମଣିଷର ଶେଷ ଅବଲମ୍ବନ । ଏ କାହାଣୀଟିର ଅନ୍ୟତମ କଥକ ହେଲେ ଶ୍ରୀରାମକୃଷ୍ଣ ପରମହଂସ । ଏ ପ୍ରତୀକାତ୍ମକ ଅର୍ଥ ବ୍ୟତିରେକେ କାହାଣୀଟିର ଅନ୍ୟ ତାତ୍ପର୍ଯ୍ୟ ହେଲା, ସନ୍ତରଣ ଭଳି ବାସ୍ତବ ଜ୍ଞାନର ଉପଯୋଗିତା କମ୍ ନୁହେଁ ।
- “ସନ୍ତରଣ ଶାସ୍ତ୍ର”- “ମନୋଜ ଦାସ ପରିବେଶିତ ଉପକଥା ଶତକ”