ଏକ ହିଁ ଦୃଶ୍ୟ || Ekahin Drushya
ଏକ ହିଁ ଦୃଶ୍ୟ || Ekahin Drushya

SUSHRUTI-The Auditory Versions of Creations by Manoj Das por World of Manoj Das

Notas del episodio

ଅଧିକାଂଶ ଘଟଣା ( କାହାଣୀଟିରେ ବଟବୃକ୍ଷ ତଳେ ପଡିଥିବା ବୃକ୍ଷ ଯାହାର ପ୍ରତୀକ) ସମ୍ପର୍କରେ ଆମର ଧାରଣା ଆମ ନିଜ ଚେତନାର ସ୍ତର ବା ଅବସ୍ଥା ଅନୁଯାୟୀ ବଳେ ବଳେ ନିରୂପିତ ହୋଇଯାଏ ୤ ଘଟଣାର ଅନ୍ୟ ଦିଗ ହେଲା ମଣିଷର ଲୋଭାତୁରତା ପ୍ରତି ବ୍ୟଙ୍ଗ ୤

-“ଏକହିଁ ଦୃଶ୍ୟ”- ଶ୍ରୀ ମନୋଜ ଦାସ (“ମନୋଜ ଦାସ ପରିବେଶିତ ଉପକଥା ଶତକ”)