ଡଉଲଡାଉଲ ଆପଦଟିଏ || Dauladaula Apad...
ଡଉଲଡାଉଲ ଆପଦଟିଏ || Dauladaula Apadatie

SUSHRUTI-The Auditory Versions of Creations by Manoj Das por World of Manoj Das

Notas del episodio

ସ୍ଥୂଳ କାର୍ଯ୍ୟକଳାପ ନୁହେଁ, ତହିଁ ପଶ୍ଚାତ୍‌ରେ ଥିବା ଚେତନାହିଁ କର୍ମର ପ୍ରକୃତ ପ୍ରତିକ୍ରିୟା ନିର୍ଣ୍ଣୟ କରେ ୤ ‘ଡଉଲ ଡାଉଲ ଆପଦ’ଟିକୁ ଯିଏ ବହନ କରିଥିଲା, ତା’ପାଇଁ ସେ ଆପଦ ହେଲା ନାହିଁ; ହେଲା କିନ୍ତୁ ନିଜକୁ ପବିତ୍ର ଓ ପୁଣ୍ୟାତ୍ମା ମନେକରୁଥିବା ତା’ ସହଯାତ୍ରୀ ପାଇଁ ୤ କାହାଣୀଟି ରକ୍ଷଣଶୀଳ, ନୀତି ସର୍ବସ୍ବମାନଙ୍କ ପ୍ରତି ଏକ ବିଦ୍ରୁପ ୤

-“ଡଉଲ ଡାଉଲ ଆପଦଟିଏ”- ଶ୍ରୀ ମନୋଜ ଦାସ (“ମନୋଜ ଦାସ ପରିବେଶିତ ଉପକଥା ଶତକ)